ବିଦ୍ୟୁତ ଯାନ ମାଲିକମାନଙ୍କୁ ସବସିଡି ସିଧାସଳଖ ପୋର୍ଟାଲ ମାଧ୍ୟମରେ ପ୍ରଦାନ କରାଯିବ

ଭୁବନେଶ୍ବର: ବିଦ୍ୟୁତ ଯାନ ମାଲିକମାନଙ୍କୁ ରାଜ୍ୟ ସରକାରଙ୍କ ସବସିଡିସିଧାସଳଖଭାବେ ଏହି ପୋର୍ଟାଲ ମାଧ୍ୟମରେ ପ୍ରଦାନ କରାଯିବ । ଏଥି ପାଇଁ ସେମାନଙ୍କୁ ଆର୍.ଟି.ଓ ଅଫିସକୁ ଦୌଡିବାକୁ ପଡିବ ନାହିଁ। ରାଜ୍ୟରେ ପରିବେଶ ଅନୁକୂଳ ବିଦ୍ୟୁତ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ଉଦ୍ଧିଷ୍ଟ ବିଦ୍ୟୁତ ଯାନ ନିୟାମକ-୨୦୨୧ର ତ୍ୱରାନିତ୍ୱ କାର୍ୟ୍ୟାନ୍ୱୟନ ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia