April 24, 2025

ବିଦେଶରେ ନିଜ ମାଟିରେ ଲୋକଙ୍କୁ ଭେଟିଲେ ନବୀନ, ଜଗନ୍ନାଥ ମନ୍ଦିର ନିର୍ମାଣ ନେଇ ଦେଲେ ପ୍ରତିଶୃତି

ଭୁବନେଶ୍ୱର: ବିଦେଶରେ ନିଜ ମାଟିର ଲୋକଙ୍କୁ ଭେଟିବାର ମୂହୁର୍ତ୍ତ ବେଶ ସ୍ଵତନ୍ତ୍ର। ୟୁରୋପର ବିଭିନ୍ନ ଦେଶରେ ଥିବା ଓଡ଼ିଆଙ୍କ ସହ ରୋମରେ ମିଶିଲି। ଓଡ଼ିଶାରେ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ସେମାନେ ଅବଗତ ଥିବା ଏବଂ ଗର୍ବ ଅନୁଭବ କରୁଥିବା ଜାଣି ଖୁସି ହେଲି । ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia