April 21, 2025

ବିଜେପି ସାଂସଦଙ୍କ ଦବଙ୍ଗଗିରି, ମଞ୍ଚ ଉପରେ ଖେଳାଳିଙ୍କୁ ମାରିଲେ ଚାପୁଡ଼ା

ରାଞ୍ଚି : ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଖେଲ ଗ୍ରାମରେ ଅବସ୍ଥିତ ମେଗା ସ୍ପୋର୍ଟସ ଷ୍ଟାଡିୟମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଉତ୍ତରପ୍ରଦେଶର କୈସରଗଞ୍ଜରୁ ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହ ଯୁବ କୁସ୍ତି ଖେଳାଳିଙ୍କୁ ଚାପୁଡ଼ା ମାରିଥିଲେ । କୁହାଯାଉଛି ଯେ ରାଞ୍ଚିରେ ତିନି ଦିନିଆ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia