April 20, 2025

ବିଜେପିରେ ସାମିଲ ହେଲେ ପୂର୍ବତନ ରାଷ୍ଟ୍ରପତିଙ୍କ ନାତି ଇନ୍ଦ୍ରଜୀତ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂଙ୍କ ନାତି ଇନ୍ଦ୍ରଜୀତ ସିଂ ସୋମବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀଙ୍କ ଉପସ୍ଥିତିରେ ଇନ୍ଦ୍ରଜୀତ ସିଂ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଥିଲେ । ଏହା ସହିତ ସେ ଦଳର ସଦସ୍ୟତା ମଧ୍ୟ ନେଇଥିଲେ । ବିଜେପିରେ ଯୋଗଦେବା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia