April 21, 2025

ବିଜେପିରେ ସାମିଲ ହେବେ ହାର୍ଦ୍ଦିକ ପଟେଲ, ନିକଟରେ ଛାଡ଼ିଥିଲେ କଂଗ୍ରେସ ହାତ

ଗାନ୍ଧୀନଗର : ଚଳିତ ବର୍ଷ ହେବାକୁ ଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଖବର ଆସିଛି । ହାର୍ଦ୍ଦିକ ପଟେଲ ବିଜେପିରେ ଯୋଗଦେବେ । ଆଉ ଦୁଇ ଦିନ ପରେ ଅର୍ଥାତ୍ ଜୁନ୍ 2 ତାରିଖ ଦିନ ତାଙ୍କୁ ବିଜେପି ମହଲରେ ଦେଖିବାକୁ ମିଳିବ । ବିଜେପିର ବରିଷ୍ଠ ନେତାମାନେ ତାଙ୍କୁ ଦଳର ସଦସ୍ୟତା ଦେବେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia