April 23, 2025

ବିଜେଡି ଷ୍ଟାର୍ ପ୍ରଚାରକ ତାଲିକାକୁ ନେଇ ଚର୍ଚ୍ଚା: ବାଦ୍ ପଡିଲେ ସମୀର ଓ ଅନୁଭବ

ଧାମନଗର ଉପ-ନିର୍ବାଚନ: ଧାମନଗର ଉପନିର୍ବାଚନ ପାଇଁ ତିନି ଦଳ ଜାରି କରିଛି ଷ୍ଟାର ପ୍ରଚାରକ ତାଲିକା । ବିଜେଡି, ବିଜେପି ଓ କଂଗ୍ରେସ ଦଳ ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି । ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia