April 21, 2025

ବିଜେଡିରେ ଦଳଡିଆଁଙ୍କୁ ନୂଆ ନିଯୁକ୍ତି: ପ୍ରଦୀପ ମାଝୀଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ, ଅରିନ୍ଦମଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ

ଭୁବନେଶ୍ୱର: ବିଭିନ୍ନ ସାଂଗଠନିକ ପଦ ପାଇଁ ଦଳଡ଼ିଆଁ ନେତାମାନଙ୍କୁ ବିଜେଡି ନିଜ ଦଳରେ ନୂଆ ନିଯୁକ୍ତି ଦେଇଛି । ୩ଜଣଙ୍କୁ ସାଧାରଣ ସମ୍ପାଦକ, ୪ଜଣଙ୍କୁ ସାଧାରଣ ସମ୍ପାଦକ ଓ ୭ ଜଣଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି । ଏହାସହିତ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ସଂଖ୍ୟା ୧୮କୁ , ସାଧାରଣ ସମ୍ପାଦକ ସଂଖ୍ୟା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia