ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଁ ମହିଳାଙ୍କୁ ମିଳିଲା ନୂଆ ଜୀବନ

କେନ୍ଦ୍ରାପଡ଼଼ା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଁ ମହିଳାଙ୍କୁ ମିଳିଲା ନୂଆ ଜୀବନ ।ଦୀର୍ଘଦିନରୁ କ୍ୟାନ୍ସରରୁ ମୁକ୍ତିପାଇବା ପାଇଁ ସଙ୍ଘର୍ଷ କରୁଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ନଡ଼ିଅବରେଇ ପଞ୍ଚାୟତ ଓଉପଡ଼ା ଗ୍ରାମର ସୁସ୍ମିତା ଦାସଙ୍କ ବେକରେ ପ୍ରଥମେ ଏକ ଆବୁ ବାହାରିଥିଲା । ଚିକିତ୍ସା କରିବା ଦ୍ୱାରା ଡାକ୍ତର ଏହାକୁ କ୍ୟାନ୍ସର ପ୍ରଥମ ଷ୍ଟେଜ୍ ବୋଲି କହିଥିଲେ ।ହେଲେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia