ଭୁବନେଶ୍ବର: ଆଜି ସ୍ବାୟତ୍ତ ଶାସନ ଦିବସ ପାଳନ କରିଛି ଭୁବନେଶ୍ବର ମହାନଗର ନିଗମ । କୋଭିଡ କଟକଣା ଯୋଗୁଁ ଦୀର୍ଘ 2ବର୍ଷ ପରେ ସ୍ବାୟତ୍ତ ଶାସନ ଦିବସ ପାଳୁଛନ୍ତି ବିଏମସି ନବନିର୍ବାଚିତ ପ୍ରତିନିଧି । ବିଏମସି କାର୍ଯ୍ୟାଳୟ ପରିସରରେ ମେୟର ସୁଲୋଚନା ଦାସ ପତାକା ଉତ୍ତୋଳନ କରିବା ସହିତ ସ୍ବାୟତ୍ତ ଶାସନ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
4 held for murder attempt on friend
Acting VC takes charge at CUO
Man injured in bear attack in Keonjhar