April 21, 2025

ବାଲେଶ୍ଵର ନିକଟରେ ମର୍ମନ୍ତୁଦ ବସ ଦୁର୍ଘଟଣା, ୧୦ ମୃତ, ୩୦ ଆହତ

ଭୁବନେଶ୍ବର: ଓଡିଶାର ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ବଡ଼ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଯୋଗୁଁ  ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏକ କୋଇଲା ବୋଝେଇ ଟ୍ରକ୍ ସହ ଧକ୍କା ହେବ ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଘରୋଇ ବସ ‘ଶାନ୍ତିଲତା’

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia