April 21, 2025

”ବାପ୍ ହମେଶା ବାପ୍ ରହେଗା”: ସୁନୀଲ ସେଟ୍ଟୀ

ମୁମ୍ବାଇ: ବଢୁଛି ଟଲିଉଡ ଓ ବଲିଉଡ ଇଣ୍ତଷ୍ଟ୍ରୀ ଭିତରେ ବିବାଦ। ଏହି ସମୟରେ ଗଣମାଧ୍ୟମରେ ମହେଶ ବାବୁଙ୍କ ବୟାନ ପରେ ଚର୍ଚ୍ଚା ଆହୁରି ବଢୁଛି। ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବାର୍ତ୍ତାଳାପରେ ସେ କହିଥିଲେ କି, ବଲିଉଡ ମୋତେ ଟଙ୍କା ଦେଇପାରିବ ନାହିଁ । ତେଣୁ ସେ ହିନ୍ଦୀ ସିନେମାରେ କାମ କରି ନିଜର ସମୟ ବର୍ବାଦ କରିବାକୁ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia