April 22, 2025

ବାତ୍ୟା ହେବ କି ନାହିଁ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ: SRC

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ପ୍ରେସମିଟ୍ । ଆସନ୍ତାକାଲି ସଂଧ୍ୟା ସୁଦ୍ଧା ପାଣିପାଗ ବିଭାଗ ଆମକୁ ସଠିକ ସୂଚନା ଦେବ । ଅବପାତ ବାତ୍ୟାରେ ରୂପାନ୍ତର ହେବ କି ନାହିଁ କାଲି ଜଣାପଡ଼ିବ ବୋଲି ଏସଆରସି କହିଛନ୍ତି । ବାତ୍ୟା ହେବ କି ନାହିଁ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଯଦି ବାତ୍ୟା ହୁଏ, ମୁକାବିଲା ପାଇଁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia