ଭୁବନେଶ୍ୱର: ମାଡି ଆସୁଛି ବାତ୍ୟା ଗୁଲାବ । ଆଜି ରାତି ୯ଟାରୁ ୧୦ଟା ମଧ୍ୟରେ ଆରମ୍ଭ ହେବ ବାତ୍ୟା ଗୁଲାବର ଲାଣ୍ଡଫଲ ପ୍ରକ୍ରିୟା । ଏହି ପ୍ରକ୍ରିୟା ୨-୩ ଘଣ୍ଟା ଧରି ଚାଲିବ । ଲାଣ୍ଡଫଲ ସମୟରେ ପବନର ବେଗ ୭୫ ରୁ ୮୫ ଓ ସମୟ ସମୟରେ ୯୫ କିଲୋମିଟର ଝଟକା ପବନ ରହିବ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Sudarsan Pattnaik honoured by CM
4 held for burglary
Govt nod to 2nd industrial security force battalion