April 22, 2025

ବାତ୍ୟା ‘ଆସାନି’: ସମୁଦ୍ରରେ ଭାସିଲ ରହସ୍ୟମୟ ରଥ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ‘ଆସାନି’ର ପ୍ରଭାବ ମଧ୍ୟରେ ଏକ ରହସ୍ୟମୟ ସୁବର୍ଣ୍ଣ ରଙ୍ଗର ରଥ ଭାସୁଥିବାର ଦେଖିବାକୁ ମିଳିଛି । ଶ୍ରୀକାକୁଲମର ସୁନାପାଲ୍ଲୀ ସମୁଦ୍ର କୂଳକୁ ଭାସି ଭାସି ଆସିଛି ଏହି ବିଶାଳ ରଥ । ବାତ୍ୟା ‘ଆସାନି’ ଯୋଗୁଁ ସମୁଦ୍ର ଅଶାନ୍ତ ହୋଇପଡିଥିବା ବେଳେ ଶ୍ରୀକାକୁଲମ୍ ଜିଲ୍ଲାର ସନ୍ନାପାଲି ବନ୍ଦରରେ ଲୋକମାନେ ପାଣିରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia