April 20, 2025

ବାଜି ମାରିଲେ ମମତା, 58,832 ଭୋଟରେ ହେଲେ ବିଜୟୀ

କୋଲକାତା : ପ୍ରକାଶ ପାଇଲା ପଶ୍ଚିମବଙ୍ଗର ଭବାନୀପୁର ଉପ ନିର୍ବାଚନର ଫଳାଫଳ । ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତଥା ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜୟୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ତଥା ତାଙ୍କର ପ୍ରତିଦ୍ୱନ୍ଦୀ ପ୍ରିୟଙ୍କା ଟିବରେୱାଲଙ୍କୁ 58 ହଜାର 832 ଭୋଟରେ ପରାସ୍ତ କରିଛନ୍ତି । ଏହି ଆସନର ସମ୍ବେଦନଶୀଳତାକୁ ନଜରରେ ରଖି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia