April 20, 2025

ବନ୍ୟା ଆଶଙ୍କା: ୧୩ ନଦୀରେ ବଢୁଛି ଜଳସ୍ତର

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ଲଗାଣ ବର୍ଷା ଯୋଗୁଁ ୧୩ ନଦୀରେ ବଢୁଛି ଜଳ ସ୍ତର । ଜଳ ସ୍ତର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢୁଛି ବନ୍ୟା ଆଶଙ୍କା । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ବୁଢାବଳଙ୍ଗ, ବଂଶଧାରା ଓ ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଛି ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia