April 30, 2025

ବନ୍ୟାପାଣି ଘେରରେ ଛାତ୍ରଛାତ୍ରୀ,ଚାଲିଛି ଉଦ୍ଧାର କାର୍ଯ୍ୟ

କଟକ: ରାଜ୍ୟରେ ଏବେ ଚିନ୍ତା ବଢାଇଛି ବନ୍ୟା ସ୍ଥିତି । ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ମହାନଦୀ ସହିତ ବିଭିନ୍ନ ମୁଖ୍ୟନଦୀରେ ସୃଷ୍ଟି ହୋଇଛି ବନ୍ୟା । କଟକର ଅନେକ ସ୍ଥାନ ବନ୍ୟାପାଣି ଘରେରେ । ଆଜି କଟକ ଗତିରାଉତ ପାଟଣା ସରସ୍ବତୀ ଶିଶୁମନ୍ଦିର ଭିତରକୁ ହଟାତ୍ ମାଡ଼ି ଆସିଥିଲା ବନ୍ୟାପାଣି । ଫଳରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia