April 23, 2025

ବଦଳିଲା ବାତ୍ୟା ଦିଗ, କାକିନଡାରେ ସ୍ଥଳଭାଗ ଛୁଇଁପାରେ ‘ଅସାନି’

ଭୁବନେଶ୍ୱର: ବାତ୍ୟା ‘ଅସାନି’କୁ ନେଇ ଏସଆରସିଙ୍କ ପ୍ରେସମିଟ୍ । ଭାରତୀୟ ପାଣିପାଗ ବିଭାଗ ଠାରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ଆନ୍ଧ୍ର କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା । କାକିନାଡ଼ା-ବିଶାଖାପାଟଣା ମଝାମଝି ସ୍ଥଳଭାଗ ଛୁଇଁ ଛୁଇଁ ଯାଇପାରେ ବୋଲି ପାଣିପାଗ ବିଭାଗ ସଦ୍ୟତମ ସୂଚନା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia