April 22, 2025

ବଦଳିବ କି ରଣବୀର-ଆଲିୟାଙ୍କ ବିବାହ ତାରିଖ ? ବାହାଘର ତାରିଖ ବଦଳିବାର ଏହି ହେଉଛି ବଡ କାରଣ…

ମୁମ୍ବାଇ: ଆଜିକାଲି ବଲିଉଡ ଇଣ୍ଡଷ୍ଟ୍ରିରେ ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ବିବାହର ଖବର ଖୁବ ଚର୍ଚ୍ଚା ସାଉଣ୍ଟୁଛି । ତେବେ ବିବାହ ତାରିଖକୁ ନେଇ ବିଭିନ୍ନ ଦାବି କରାଯାଉଛି। ମିଡିଆ ରିପୋର୍ଟରେ, ଉଭୟ ତାରକାଙ୍କ ବିବାହର ବିଭିନ୍ନ ଖବର ହେଡଲାଇନରେ ରହୁଛି । ପୂର୍ବରୁ ଏହା କୁହାଯାଉଥିଲା ଯେ, ଉଭୟ ଏପ୍ରିଲ 14 ରେ ବିବାହ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia