April 29, 2025

ବଜ୍ରପାତରେ ୩ ମୃତ୍ୟୁ,୫ ଗୁରୁତର

ବରଗଡ଼: ରାଜ୍ୟରେ ବଜ୍ରପାତରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର । ବରଗଡ଼ ଜିଲ୍ଲା ବରପାଲି ବ୍ଲକ ପାଟ କୁଳୁଣ୍ଡା ପଞ୍ଚାୟତ ବୋରିକେଲ ନୂଆଁଟିକ୍ରା ଠାରେ ଅପରାହ୍ନ ୩ଟାରେ ବଜ୍ରପାତରେ ୭ଜଣ ଆହତ ହୋଇଥିଲେ ଯେଉଁମାନଙ୍କୁ ତୁରନ୍ତ ଗୋଷ୍ଠୀ ସ୍ବାସ୍ତ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଯେଉଁଠି ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia