April 25, 2025

ଫିଲ୍ମ ଷ୍ଟାଇଲରେ କରୁଥିଲେ ଚୋରୀ..ଧୋକା ଦେଲା ପ୍ରେମିକ

ଭୁବନେଶ୍ୱର:ଫିଲ୍ମ ଷ୍ଟାଇଲରେ କରୁଥିଲେ ଚୋରୀ । ପ୍ରେମିକାକୁ ଧୋକା ଦେଇ ଫେରାର ପ୍ରେମିକ। ରାଜଧାନୀର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ।ତେବେ ଆପଣଙ୍କୁ ବଲିଉଡର ଫିଲ୍ମ ବଣ୍ଟି ଔର ବବଲିର କାହଣୀ ତ ମନେ ଥିବ । ଚଳଚ୍ଚିତ୍ରରେ ତ ନିଜ ପ୍ରେମିକାର ସାଥ୍ ଛାଡି ନଥିଲେ ପ୍ରେମିକ ହେଲେ ରିଲଠୁ କିଛି ଭିନ୍ନ ଏ ରିୟଲ କାହଣୀ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia