April 21, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲି ବାତିଲ ହେବା ନେଇ ସିଏମ୍ ଚନ୍ନୀଙ୍କ ପ୍ରତିକ୍ରିୟା – ସୁରକ୍ଷା କ୍ଷେତ୍ରରେ କୌଣସି ଅବହେଳା ହୋଇନାହିଁ

ଚଣ୍ଡିଗଡ଼ : ପଞ୍ଜାବର ଫିରୋଜପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା କ୍ଷେତ୍ରରେ ହୋଇଥିବା ବଡ଼ ଅବହେଳାକୁ ନେଇ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସିଏମ ଚନ୍ନୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ଅବହେଳା ହୋଇନାହିଁ, ସେ ନିଜେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia