April 22, 2025

ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି: କାହାକୁ ଦିଲ୍ଲୀ ପଠାଇବେ ନବୀନ ?

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ରାଜ୍ୟସଭା ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଏହା ଜୁନ ୨ ତାରିଖ ଯାଏ ଚାଲିବ। ୧୩ ତାରିଖରେ ହେବ ଭୋଟିଂ। ଫର୍ମ କିଣିଲା ବିଜେଡି- ଏହା ଭିତରେ ଆଜି ରାଜ୍ୟସଭା ନିର୍ବାଚନ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia