April 21, 2025

ପ୍ରକାଶ ପାଇଲା ଚୁଡାନ୍ତ ଭୋଟର ତାଲିକା-୨୦୨୨

ଭୂବନେଶ୍ୱର: ରାଜ୍ୟରେ ୨୦୨୨ ମସିହା ପାଇଁ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ସଂଶୋଧନ ସମୟରେ ୯ ଲକ୍ଷ ୫୦ ହଜାର,୭୮୯ ଜଣ ନୂଆ ଭୋଟର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୩ ଲକ୍ଷ ୪୪ ହଜାର ୯୪୪ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି। ୩ ଲକ୍ଷ ୮୨ ହଜାର ୬୦୧ ଜଣଙ୍କ ତ୍ରୁଟି ସଂଶୋଧନ କରାଯାଇଛି। ରାଜ୍ୟର ସବୁ

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia