April 22, 2025

ପୌର ନିର୍ବାଚନ: ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି, 3 ମହାନଗର ନିମଗ ପାଇଁ ଏମାନେ ହେଲେ ପ୍ରାର୍ଥୀ

ଭୁବନେଶ୍ୱର: ଆସନ୍ତା ପୌର ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି । ନିକଟ ଅତୀତରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିବା ପରେ ଏବେ ପୌର ନିର୍ବାଚନରେ ମଧ୍ୟ କିଛି କମାଲ କରିବା ପ୍ରସ୍ତୁତ ହେଉଛି ଶାସକ ଦଳ । ତେବେ କଂଗ୍ରେସ ପରେ ଏବେ ବିଜେପିକୁ ଚକମା ଦେଇ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia