April 22, 2025

ପୌର ନିର୍ବାଚନ: ମାର୍ଚ୍ଚ ୨୪ରେ ମତଦାନ, ୨୬ରେ ଗଣତି; ଆଜିଠୁ ଆଚରଣ ବିଧି ଲାଗୁ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ । ରାଜ୍ୟର ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ନାମାଙ୍କନ ପତ୍ର ଦାଖଲ: ୨ ମାର୍ଚ୍ଚରୁ ୭ ମାର୍ଚ୍ଚ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia