April 20, 2025

ପିପିଲି ଉପ ନିର୍ବାଚନ ଫଳାଫଳ : ଗଡ଼ ବଜାୟ ରଖିଲେ ରୁଦ୍ର, 20916 ଭୋଟରେ ଜିତିଲା ବିଜେଡି

ପିପିଲି : ପ୍ରକାଶ ପାଇଲା ପିପିଲି ଉପ ନିର୍ବାଚନର ଫଳାଫଳ । ନିର୍ବାଚନରେ ବିଜେଡି ଜିତିବା ସହ ନିଜ ଗଡ଼ ବଜାୟ ରଖିଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ 20916 ଭୋଟରେ ଜିତି ବିଜେପିକୁ ହରାଇଛନ୍ତି । ବିଜେଡି ପ୍ରାର୍ଥୀ ମୋଟ 96 ହଜାର 972 ଖଣ୍ଡ ଭୋଟ ପାଇ ପ୍ରଥମ ରହିଥିବା ବେଳେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia