April 22, 2025

ପିତା ବାଲ ଠାକରେଙ୍କ ଭାବମୂର୍ତ୍ତି ସହ ରାଜ ଠାକରେଙ୍କ ‘ହିନ୍ଦୁତ୍ୱ’ର ସାମନା କରୁଛନ୍ତି ଉଦ୍ଧବ

ମୁମ୍ବାଇ : ମହାରାଷ୍ଟ୍ରରେ ଅନେକ ଦଶନ୍ଧି ଧରି ଭାରତୀୟ ଜନତା ପାର୍ଟିର ସହଯୋଗୀ ଥିବା ଶିବସେନା, ବିଜେପିକୁ ଛାଡ଼ି ସରକାର ଗଠନ କରିବା ପରେ କଂଗ୍ରେସ ଏବଂ ଏନସିପି ସହିତ ରାଜ୍ୟରେ ସରକାର ଗଠନ କରିବା ପର ଠାରୁ ଶିବସେନାର ହିନ୍ଦୁତ୍ୱ ପକ୍ଷରେ ପ୍ରଶ୍ନ ଉଠିଛି । ମହାରାଷ୍ଟ୍ର ନବନିର୍ମାନ ସେନା ମଧ୍ୟ ଏହା ବୁଝିଛନ୍ତି ଯେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia