April 20, 2025

ପିତାଙ୍କ ସହ ଟିଏମସିରେ ଯୋଗ ଦେଲେ ଲଲିତେଶପତି ତ୍ରିପାଠୀ, କଂଗ୍ରେସରୁ ଦେଇଥିଲେ ଇସ୍ତଫା

ସିଲିଗୁରି : ପ୍ରାୟ ଏକ ମାସ ପୂର୍ବରୁ କଂଗ୍ରେସ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଲଲିତେଶ ତ୍ରିପାଠୀ ତାଙ୍କ ପିତା ରାଜେଶ ପତି ତ୍ରିପାଠୀଙ୍କ ସହ ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗର ସିଲିଗୁରିରେ ଏକ କାର୍ଯ୍ୟକ୍ରମରେ ସିଏମ ମମତା ବାନାର୍ଜୀ ଏବଂ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଲଲିତେଶ ଏବଂ ତାଙ୍କ ପିତା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia