April 22, 2025

ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କନକନା ଗାଁରେ ଅଘଟଣ। ପିଚୁ କଡେଇରେ ପଡି ୩ଶିଶୁ ଗୁରୁତର । ଗୁରୁତର ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କଲେ ଗ୍ରାମବାସୀ । ବାମେବାରୀ ଥାନା କନକନା ଗାଁରେ ଅଘଟଣ । ରାସ୍ତା କାମ ପାଇଁ ପିଚୁ ଥିବାବେଳେ ଅସାବଧାନତାରୁ ପଡିଗଲେ । ସୂଚନା ଅନୁଯାୟୀ, କନକନା ଗାଁର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia