April 22, 2025

ପାର୍ବଣରେ କମିଶନରେଟ୍ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ଭିଡ଼

ଭୁବନେଶ୍ବର: ଆସୁଛନ୍ତି ମା । ଆଉ ଅଳ୍ପ ଦିନର ଅପେକ୍ଷା । ଧରାପୃଷ୍ଟକୁ ଅବତରଣ କରିବେ ଜଗତଜନନୀ ମା ଦୁର୍ଗା । ଦୁର୍ଗା ପୂଜା ପାଇଁ ରାଜଧାନୀରେ ପ୍ରସ୍ତୁତି ଜୋର୍‌ଦାର । ଧୁମଧାମରେ ପୂଜା କରିବାକୁ ଆୟୋଜକ ଲାଗି ପଡିଥିବା ବେଳେ ପୂଜା ବୁଲିବାକୁ ସହରବାସୀ ଉତ୍ସାହର ସହ ଚାହିଁ ରହିଛନ୍ତି। କାରଣ ଦୁଇବର୍ଷ ପରେ ଏଥର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia