April 20, 2025

ପଶ୍ଚିମବଙ୍ଗ ରଜନୀତି : ଟିଏମସିକୁ ବାହୁଡିଲେ ବିଜେପି ବିଧାୟକ ତନ୍ମୟ ଘୋଷ; କହିଲେ, ବିଜେପି ପ୍ରତିଶୋଧ ରାଜନୀତି କରୁଛି

କୋଲକାତା : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନିର୍ବାଚନ ଜିତି କ୍ଷମତା ପୁଣି ହାସଲ କରିବା ପରେ ଦଳ ଛାଡ଼ିଥିବା ନେତାମାନେ ପୁଣି ଘର ମୁଁ ହେଉଛନ୍ତି । ଅନେକ ନେତା ଟିଏମସି ଛାଡି ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ କିମ୍ବା ବିଜେପିରେ ଯୋଗ ଦେଇଥିବା ଟିଏମସିରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସୋମବାର ଜଣେ ବିଧାୟକ ତନ୍ମୟ ଘୋଷ
Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia