April 20, 2025

ପଦବୀ ମିଳୁ ମିଳୁ ବଡ଼ ଘୋଷଣା, ବିଜୁଳି ବିଲ୍ ଛାଡ଼ କଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼ : ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ । ସାମ୍ବାଦିକ ସମ୍ମିଳନୀରେ ଚରଣଜିତ ସିଂ କହିଛନ୍ତି ଯେ “ଆମେ ଚାଷୀଙ୍କ ଜଳ ଏବଂ ବିଦ୍ୟୁତ୍ ବିଲ୍ ଛାଡ କରିବୁ । ପଞ୍ଜାବ ସରକାର ଚାଷୀଙ୍କ ସହ ଅଛନ୍ତି । ଆମେ ତିନୋଟି କୃଷି ଆଇନ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia