April 22, 2025

ପଞ୍ଜାବ ବିଧାନସଭା ନିର୍ବାଚନ 2022 : ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଚନ୍ନୀ ଓ ସିଦ୍ଧୁଙ୍କୁ ଏହି ଆସନରୁ ଟିକେଟ୍

ଚଣ୍ଡିଗଡ଼ : ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶାସକ ଦଳ କଂଗ୍ରେସ ଏହାର ପ୍ରଥମ ପ୍ରାରଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ପଞ୍ଜାବ କଂଗ୍ରେସ 86 ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଗତ କିଛି ମାସ ହେବ ପଞ୍ଜାବ କଂଗ୍ରେସରେ ଚାଲିଥିବା ଅନ୍ତଃକନ୍ଦଳ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia