April 21, 2025

ପଞ୍ଜାବ ବିଧାନସଭା ନିର୍ବାଚନ : ବିଜେପି ସହ ମେଣ୍ଟ ଘୋଷଣା କଲେ କ୍ୟାପଟେନ ଅମରିନ୍ଦର ସିଂହ ଦଳ

ଚଣ୍ଡିଗଡ଼ : ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆଉ ଏକ ବଡ ରାଜନୈତିକ ବିକାଶ ଦେଖିବାକୁ ମିଳିଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ବିଜେପି ସହ ମେଣ୍ଟ ଘୋଷଣା କରିଛନ୍ତି । ଯଦିଓ ଗତ କିଛି ଦିନ ହେବ ଏହା କଳ୍ପନା କରାଯାଉଥିଲା, କିନ୍ତୁ ଶୁକ୍ରବାର ଦିନ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia