April 21, 2025

ପଞ୍ଜାବ ବିଧାନସଭା ନିର୍ବାଚନ : ଅମ୍ବିକା ସୋନିଙ୍କୁ ନିର୍ବାଚନ ସମନ୍ୱୟ ସମିତିର ଅଧ୍ୟକ୍ଷ କଲା କଂଗ୍ରେସ, ଜାଖଡ଼ଙ୍କୁ ଏହି ଦାୟିତ୍ୱ

ନୂଆଦିଲ୍ଲୀ : ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସମୟ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ମାନେ ନିଜର ପ୍ରସ୍ତୁତି ଜୋରଦାର କରୁଛନ୍ତି । ପଞ୍ଜାବ ଶାସନ ଗାଦିରେ ବସିଥିବା କଂଗ୍ରେସର ଅନ୍ତଃକନ୍ଦଳ ଗତ କିଛି ଦିନ ହେବ ସାମାନ୍ୟ ଶାନ୍ତ ପଡ଼ିଛି । ଏଭଳି ପରିସ୍ଥିତିରେ ଅନ୍ୟ ଦଳ ପୂର୍ବରୁ କଂଗ୍ରେସ ହାଇକମାଣ୍ଡ ଦଳର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia