April 22, 2025

ପଞ୍ଜାବ ପଞ୍ଜାବ କଂଗ୍ରେସକୁ ଝଟକା, କ୍ୟାବିନେଟ ମନ୍ତ୍ରୀ ଥିବା ଜୋଗୀନ୍ଦର ମାନ୍ ଦେଲେ ଇସ୍ତଫା

ଚଣ୍ଡିଗଡ଼ : ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳର ନେତାମାନେ ଦଳ ବଦଳ କରୁଛନ୍ତି । ବର୍ତ୍ତମାନ ପଞ୍ଜାବରେ ଅନୁସୂଚିତ ଜାତିର କଂଗ୍ରେସର ବଡ ଚେହେରା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଯୋଗୀନ୍ଦର ସିଂହ ମାନ୍ ଦଳ ଛାଡିଛନ୍ତି । ସେ ମଧ୍ୟ ପଞ୍ଜାବ ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ (କ୍ୟାବିନେଟ୍ ରାଙ୍କ) ର ଚେୟାରମ୍ୟାନ୍ ପଦରୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia