April 22, 2025

ପଞ୍ଜାବରେ ଦୁର୍ବଳ ହେଉଛି ଶାସକ ଦଳ, ରାତାରାତି କଂଗ୍ରେସ ଛାଡ଼ି AAP ରେ ସାମିଲ ହେଲେ ଏହି ନେତା

ଅମୃତସର : ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମତଦାନ ସମୟ ପାଖେଇ ଆସୁଛି । ଏଭଳି ପରିସ୍ଥିତିରେ ଆମ୍ ଆଦମୀ ପାର୍ଟି (AAP) ରେ ଯୋଗଦେଉଥିବା ନେତାଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆଜି ଅମୃତସର କଂଗ୍ରେସ କାଉନସେଲର ପ୍ରିୟଙ୍କା ଶର୍ମା, ମନଦୀପ ଅହୁଜା, ଗୁରୁଜିତ କୌର ଦଳ ଛାଡ଼ି ଆମ୍ ଆଦମୀ ପାର୍ଟିରେ ଯୋଗ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia