April 22, 2025

ପଞ୍ଜାବରେ ଚାଲିଛି ମତଦାନ, ଆଜି ଇଭିଏମ୍ ରେ ସିଲ୍ ହେବ ନେତାଙ୍କ ଭାଗ୍ୟ

ଚଣ୍ଡିଗଡ଼ : ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ନିଜ ମନ ପସନ୍ଦର ନେତା ବାଛୁଛନ୍ତି ଜନତା । ରାଜ୍ୟର ସମସ୍ତ 117 ଆସନ ପାଇଁ ପଡ଼ୁଛି ଭୋଟ୍ । ଚଳିତ ନିର୍ବାଚନରେ ପଞ୍ଜାବର 177 ଆସନ ପାଇଁ ମୋଟ 1304 ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ 2 କୋଟି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia