April 22, 2025

ପଞ୍ଚାୟତ ନିର୍ବାଚନ ହିଂସା: କେଉଁଠି ଗୁଳିମାଡ଼ ତ କେଉଁଠି ବୁଥ୍‌ ଭିତରେ ଗଣ୍ଡଗୋଳ, ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଆକ୍ରମଣ

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲେ ମଧ୍ୟ କେତେକ ସ୍ଥାନରୁ ନିର୍ବାଚନୀ ହିଂସାର ଖବର ଆସିଛି । କେଉଁଠି ଗୁଳିମାଡ଼ ତ କେଉଁଠି ବୁଥ୍‌ ଭିତରେ ପସି ପିଟିଲେ । ଏମିତି କି ଗଣମାଧ୍ୟମ ପ୍ରତିନିଧିଙ୍କୁ ବି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia