ପଞ୍ଚାୟତ ନିର୍ବାଚନ: ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ, ୨ଟି ସ୍ଥାନରେ ବାଲାଟରେ ତ୍ରୁଟି

ଭୁବନେଶ୍ୱର: ଶାନ୍ତିଶୃଙ୍ଖଳାର ସହ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ । ଦିନ ୧୨ଟା ସୁଦ୍ଧା ହୋଇଛି ୪୫ ପ୍ରତିଶତ ଭୋଟଦାନ । ଯାଜପୁରରେ ମୁତୟନ ହୋଇଥିଲେ ୪ ପ୍ଲାଟୁନ ଅଧିକ ଫୋର୍ସ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । ୧୭ ହଜାର ୮୯ଟି ବୁଥରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia