April 22, 2025

ପଞ୍ଚାୟତ ନିର୍ବାଚନ: ମିଥ୍ୟା ଆଶ୍ୱସନା ଶୁଣି ଶୁଣି ଥକିଲେଣି ଗ୍ରାମବାସୀ, ଏହି ତିନି ଜିଲ୍ଲାରେ ଭୋଟ୍ ବର୍ଜନ ନିଷ୍ପତ୍ତି

ଭୁବନେଶ୍ୱର: ଗଞ୍ଜାମ, କେନ୍ଦୁଝର ଏବଂ ଗଜପତି ଜିଲ୍ଲାର କିଛି ଗାଁର ବାସିନ୍ଦା ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ସେମାନେ କହିଛନ୍ତି ଯେ ବର୍ଷ ବର୍ଷ ଧରି ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାରୁ ସେମାନେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia