April 22, 2025

ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହେଲା ଗାଇଡଲାଇନ: ଜାଣନ୍ତୁ, କେମିତି ପ୍ରଚାର କରିବେ ପ୍ରାର୍ଥୀ ?

ଭୁବନେଶ୍ୱର: ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ। ଫେବୃଆରୀ ୧୬ରୁ ୫ଟି ପର୍ଯାୟରେ ହେବ ନିର୍ବାଚନ। ଫେବ୍ରୁଆରୀ ୧୬, ୧୮, ୨୦, ୨୨, ୨୪ରେ ଭୋଟ ଗ୍ରହଣ ହେବ। ସେହିପରି ଫେବ୍ରୁଆରୀ ୨୬, ୨୭, ୨୮ରେ ହେବ ଭୋଟ ଗଣତି ହେବ। ଆଜିଠୁ ଆରମ୍ଭ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏଥର ନିର୍ବାଚନ କରୋନା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia