April 22, 2025

ପଞ୍ଚାୟତ ନିର୍ବାଚନ ଗାଇଡଲାଇନ: ସର୍ବାଧିକ ୫ ଜଣଙ୍କୁ ନେଇ ହେବ ପ୍ରଚାର

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଏସଆରସି ଜାରି କଲେ ଗାଇଡଲାଇନ । ଜାନୁଆରୀ ୫ରେ ଜାରି ହୋଇଥିବା ଗାଇଡଲାଇନରେ କଲେ ପରିବର୍ତ୍ତନ । ବଡଧରଣର ସମାବେଶ ଉପରେ ଲାଗିଲା କଟକଣା । ଗତ ୫ ତାରିଖରେ ଏସଆରସିଙ୍କ ଦ୍ୱାରା ଜାରି ନିର୍ଦ୍ଦେଶରେ ରାଜନୀତିକ କାର୍ଯ୍ୟକ୍ରମ,ରାଲି, ବୈଠକ ଆଦିରେ ସର୍ବାଧିକ ୧୦୦ଜଣ ଅବା କୋଠରୀରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia