April 20, 2025

ପଞ୍ଚଭୂତରେ ବିଲୀନ ହେଲା ସିଦ୍ଧାର୍ଥଙ୍କ ମର ଶରୀର

ମୁମ୍ବାଇ: ବଲିଉଡ ଅଭିନେତା ତଥା ବିଗ୍ ବସ୍-13 ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୁମ୍ବାଇର ଓଶିୱାରା ଶ୍ମଶାନରେ ଶେଷକୃତ୍ୟ କରାଯାଇଛି । ରାତି ପ୍ରାୟ 3.30 ସମୟରେ ସିଦ୍ଧାର୍ଥ ଶୁକ୍ଲାଙ୍କ ଶବଦାହ କରାଯାଇଛି । ତେବେ ସିଦ୍ଧାର୍ଥଙ୍କ ମା ରୀତା ଶୁକ୍ଲା, ତାଙ୍କ ଭଉଣୀ, ପରିବାର ସଦସ୍ୟ ଶେହନାଜ ଗିଲଙ୍କ ସମେତ ପ୍ରାୟ ସମସ୍ତ ଟିଭି
Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia