April 21, 2025

ନୱାଜୁଦ୍ଦିନ ସିଦ୍ଦିକି @48

ମୁମ୍ବାଇ: ହିନ୍ଦୀ ସିନେମାର ସଫଳ ଅଭିନେତା । ବଡ ପରଦାରେ ତାଙ୍କର ସଫଳତା ହିଁ ଦେଖାଇ ଦିଏ ସେ ଏହି ସ୍ଥାନରେ ପହଞ୍ଚିବା ପାଇଁ କେତେ ସଂଘର୍ଷ କରିଛନ୍ତି । ନୱାଜୁଦ୍ଦିନ ସିଦ୍ଦିକି, ଅଭିନୟକୁ ଜୀବନ୍ତ କରିବାରେ ମାହିର । ସିଦ୍ଦିକି 1974 ମେ 19ରେ ଉତ୍ତର ପ୍ରଦେଶ ମୁଜାଫରନଗରରେ ଜନ୍ମ ଗ୍ରହଣ କରିଥିଲେ । ଆଜି

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia