April 21, 2025

ନୂଆ ରାଜନୈତିକ ଦଳ ଗଠନକୁ ନେଇ କଣ କହିଲେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଗୁଲାବ ନବୀ ଆଜାଦଙ୍କୁ ନେଇ ଆସିଛି ବଡ ଖବର। କଂଗ୍ରେସର ଏହି ଟାଣୁଆ ତଥା ପ୍ରଭାବଶାଳୀ ନେତା ଛାଡି ପାରନ୍ତି ଦଳ। ନୂଆ ଦଳ ଗଢ଼ିପାରନ୍ତି ନେତା ଗୁଲାମ ନବୀ ଆଜାଦ । ଏନେଇ ଗୁଲାବ ନବୀ ଖୁବଶୀଘ୍ର ଘୋଷଣା କରିବା ସମ୍ଭାବନା ରହିଛି। କଂଗ୍ରେସରୁ ୨୦ ଜଣ ନେତା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia