April 22, 2025

ନିର୍ବାଚନ ଫଳାଫଳରୁ ଶିକ୍ଷା: ବ୍ୟକ୍ତି ନୁହେଁ ଦଳ ଶ୍ରେଷ୍ଠ

ଭୁବନେଶ୍ବର: ଚଳିତ ବିଧାନସଭା ନିର୍ବାଚନ ଅନେକ ଶିକ୍ଷା ଦେଇଛି। ବ୍ୟକ୍ତି ନୁହେଁ, ଅନୁଷ୍ଠାନ ହିଁ ଶ୍ରେଷ୍ଠ ବୋଲି ପ୍ରମାଣିତ କରିଛି ଏହି ନିର୍ବାଚନର ଫଳାଫଳ। ଏହାର ସବୁଠାରୁ ବଡ ଉଦାହରଣ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ଯାପଟେନ ଅମରୀନ୍ଦର ଏବଂ ୟୁପି ଇଉପିଏ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ପତନ।  ବିଧାନସଭା ନିର୍ବାଚନର ଠିକ ପୂର୍ବରୁ କେଶବ ପ୍ରସାଦ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia