April 23, 2025

ନିକମ୍ମା ଫିଲ୍ମର ଟ୍ରେଲର ଆଉଟ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ଅଭିନେତା ଅଭିମନ୍ୟୁ ଦସାନୀଙ୍କ ଆଗାମୀ ଚଳଚ୍ଚିତ୍ର ‘ନିକମ୍ମା’ର ଟ୍ରେଲର ରିଲି ହୋଇଛି। ଏହି ଚଳଚ୍ଚିତ୍ରର ଟ୍ରେଲର ଯେତିକି ଚିତ୍ତାକର୍ଷକ, ତା’ଠୁ ଅଧିକା ଆଶ୍ଚର୍ଯ୍ୟଜନକ ହୋଇଛି ଭେଟେରାନ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦସାନୀଙ୍କ ଅଭିନୟ । ଅଭିମନ୍ୟୁ ଚଳଚ୍ଚିତ୍ରରେ ନିକମ୍ମା ହୋଇ ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି । {image-nikamma-poster-1652784032.jpg

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia