April 20, 2025

ନରମିଲା ସିଦ୍ଧୁଙ୍କ ମନୋଭାବ ! ‘ପ୍ରଦେଶ ଅଧ୍ୟକ୍ଷ ରହିବେ ସିଦ୍ଧୁ, ଶୀଘ୍ର ହେବ ସମସ୍ୟାର ସମାଧାନ’ : ପରାମର୍ଶଦାତା

ଚଣ୍ଡିଗଡ଼ : ପଞ୍ଜାବରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ରାଜନୈତିକ ଅସ୍ଥିରତା ମଧ୍ୟରେ ତାଙ୍କ ପରାମର୍ଶଦାତା ଏକ ବଡ଼ ବିବୃତ୍ତି ଦେଇଛନ୍ତି । ନବଜୋତ ସିଂ ସିଦ୍ଧୁଙ୍କ ଉପଦେଷ୍ଟା ମହମ୍ମଦ ମୁସ୍ତାଫା କହିଛନ୍ତି ଯେ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ ଏବଂ ଯାହା ବି ବିବାଦ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia